କାହ୍ନୁଙ୍କ ଡାକରେ ଆସନ୍ତି, ଖାଦ୍ୟ ଖାଇ ପୁଣି ଜଙ୍ଗଲକୁ ଚାଲିଯାଆନ୍ତି । ପ୍ରତିଦିନ ଦୁଇଓଳି ମୟୂରଙ୍କ ପାଇଁ ଖାଦ୍ୟ ନେଇ ଆସନ୍ତି କଟକର କାହ୍ନୁ ବେହେରା । ନାରାୟଣ ସାହୁଙ୍କ ସ୍ବତନ୍ତ୍ର ରିପୋର୍ଟ ।