Surprise Me!

ଶିକ୍ଷାକୁ ସରକାରଙ୍କ ବୁଷ୍ଟର ଡୋଜ, ଆଶା ଆକାଂକ୍ଷାରେ ଶିକ୍ଷକ

2025-08-24 1 Dailymotion

ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE ଓ CHSE) କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।