ଚାଷ ଉପରେ ନିର୍ଭର କରୁଥିବା 70% ଲୋକ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି-ବିଜେଡି। ଏ ସରକାର ଚାଷୀଙ୍କ ସରକାର, ଚାଷୀଙ୍କ ସହିତ ରହିଛି, ଚାଷୀଙ୍କର କୌଣସି ଅସୁବିଧା ହେବ ନାହିଁ -ବିଜେପି