ମିଲର୍ସଙ୍କ ପାଖରେ ଷ୍ଟୋରେଜ୍ କାପାସିଟି ଯେତିକି ଥିଲା ସେତିକି ଧାନ ରହିଯାଇଛି । ତେବେ ସମସ୍ତଙ୍କ ଧାନ ଉଠିବ । ସମୟ ଅବଧି ସରିଲେ ବି ତାକୁ ବୃଦ୍ଧି କରାଯିବ- ସମବାୟ ମନ୍ତ୍ରୀ ।