ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କାରକେଡକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସେପଟେ ପୂର୍ବତନ ବିଜେଡି ବିଧାୟିକା ଦୀପାଳି ଦାସଙ୍କ ନାଁ ନେଇ ପାଲଟା ପ୍ରଶ୍ନ କରିଛି ବିଜେପି । ରିପୋର୍ଟ-ଗୁରୁଚରଣ ବାଘ