ପୀତବାସ ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ଼୍ଡାଙ୍କ ଗିରଫଦାରୀକୁ ଉଦ୍ଦେଶ୍ୟମୂଳକ କହି ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି । ଏପଟେ ବିଜେପି ଅଭିଯୋଗ ଆଣିଲା ବିରୋଧୀ ବିଜେଡି ତଦନ୍ତକୁ ବାଟବଣା କରୁଛି ।