"ଝାଡ଼ଖଣ୍ଡରୁ ପାଣି ଆସି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି"- ଡ୍ୟାମ୍ କାମ ସମ୍ପୂର୍ଣ୍ଣ କରିବା ବାବଦରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜସ୍ୱ ମନ୍ତ୍ରୀ।