ବନ୍ୟା ପାଣି ମଝିରେ ମୃତ୍ୟୁ ସହ ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଧାମନଗର ଅଞ୍ଚଳର ତ୍ରିଲୋଚନ ସାହୁଙ୍କୁ ଏକ ଗଛ ଉପରୁ ଉଦ୍ଧାର କଲେ ODRAFର ଯବାନ । ରିପୋର୍ଟ- ଦେବାଶିଷ ମହାପାତ୍ର