Surprise Me!

ସ୍କୁଲରେ ପଶିଲା ବନ୍ୟା ପାଣି, ବହିପତ୍ର ସହ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସବୁ ନଷ୍ଟ

2026-07-30 4 Dailymotion

ରେମୁଣା ବ୍ଲକ ବଡୁଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶି ମଧ୍ୟାହ୍ନ ଭୋଜନ ସାମଗ୍ରୀ ସହ ସ୍କୁଲର ରେକର୍ଡ ପତ୍ର ସବୁ ଓଦା ହୋଇଯାଇଛି । ରିପୋର୍ଟ- ଜୀବନ ଜ୍ୟୋତି ନାୟକ