Surprise Me!

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ; ସୁନ୍ଦରଗଡ଼ ଓ ଭଦ୍ରକରେ ଲୋକେ ସ୍ଥାନାନ୍ତରିତ, ମହାନଦୀ ବେସିନରେ ନାହିଁ ବନ୍ୟା ଆଶଙ୍କା : ରାଜସ୍ୱ ମନ୍ତ୍ରୀ

2026-07-28 1 Dailymotion

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ମନ୍ତ୍ରୀ । ରିପୋର୍ଟ- ଭବାନୀ ଶଙ୍କର ଦାସ