ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଲେ ଇବ୍ ଏବଂ ଭେଡେନ ନଦୀର ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି।ଏହାକୁ ନେଇ ଆଶଙ୍କାରେ ଅଛନ୍ତି ନଈ କୂଳିଆ ଲୋକେ ଏବଂ ଚାଷୀ ।ରିପୋର୍ଟ: ଗୁରୁଚରଣ ବାଘ