Surprise Me!

କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା; ଗାଁ ଦାଣ୍ଡରେ କୁମ୍ଭୀର ଭୟ, ପ୍ରଭାବିତ 8ଟି ବ୍ଲକ

2026-08-01 2 Dailymotion

କେନ୍ଦ୍ରାପଡ଼ା ଜିଲ୍ଲାରେ ୫୭ ହଜାରରୁ ଉର୍ଦ୍ଧ୍ବ ଲୋକ ବନ୍ୟା ଦ୍ବାରା ପ୍ରଭାବିତ । କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ଆଣିଲେ ଲୋକେ । ରିପୋର୍ଟ- ରାଧାକାନ୍ତ ମହାନ୍ତି