Surprise Me!

ଭଦ୍ରକରେ ବନ୍ୟା ସ୍ଥିତି ଉତ୍କଟ: ସାଳନ୍ଦୀ, ବୈତରଣୀ ବନ୍ୟାରେ 5 ବ୍ଲକର 322 ଗ୍ରାମ ପ୍ରଭାବିତ

2026-07-30 2 Dailymotion

ସାଳନ୍ଦୀ ଏବଂ ବୈତରଣୀ ତଥା ଶାଖା ନଦୀ ନାଳିଆର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । 54 ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ରିପୋର୍ଟ- ଦେବାଶିଷ ମହାପାତ୍ର