ମହେଶ୍ୱର ଧୋଇ ହେବାକୁ ବୈତରଣୀକୁ ଯାଇଥିବାବେଳେ ଭାସି ଯାଇଥିଲେ । ସେହିପରି କେନ୍ଦ୍ରାପଡାରେ ଗୋବରୀର ଏକ ଶାଖା ଜୋରକୁ ଧୋଇ ହେବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି ।ରିପୋର୍ଟ-ଜ୍ଞାନରଞ୍ଜନ ଓଝା/ରାଧାକାନ୍ତ ମହାନ୍ତି