ମହାନଦୀ ନରାଜ ଓ ମୁଣ୍ଡୁଳୀରେ ଜଳସ୍ତର ବୃଦ୍ଧି ପାଉଛି । ବୈତରଣୀ ନଦୀ ଆଖୁଆପଦା ଓ ଜଳକା ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରିପୋର୍ଟ ଭବାନୀ ଶଙ୍କର ଦାସ