Surprise Me!

ବନ୍ୟା ସ୍ଥିତି ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପୁରୀ ଜିଲ୍ଲା ପ୍ରଶାସନ, ବ୍ଲକ ସ୍ତରରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍

2026-08-01 0 Dailymotion

ହୀରାକୁଦରୁ ଅଧିକ ବନ୍ୟାଜଳ ନିଷ୍କାସନ ଯୋଗୁଁ ଚିନ୍ତାରେ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳବାସୀ । ବନ୍ୟା ସ୍ଥିତିକୁ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର