Surprise Me!

ଉଛୁଳୁଛି ସାଳନ୍ଦୀ ଓ ବୈତରଣୀ: ଭଦ୍ରକରେ 80 ହଜାର ପ୍ରଭାବିତ, ଘରେ ପଶିଲା ବନ୍ୟା ପାଣି

2026-07-29 3 Dailymotion

ସାଳନ୍ଦୀ ଓ ବୈତରଣୀ ନଦୀ ବିପଦ ସଙ୍କେତ ପାର୍‌ । ରାଜସ୍ବ ବିଭାଗ ଅନୁଯାୟୀ ଭଦ୍ରକର 5 ବ୍ଲକର 52 ଗ୍ରାମପଞ୍ଚାୟତର 220 ଗାଁ ଲୋକ ପ୍ରଭାବିତ ହୋଇଛନ୍ତି । ରିପୋର୍ଟ ଦେବାଶିଷ ମହାପାତ୍ର