Surprise Me!

ଦୁଃଖ ଦେଲା ବର୍ଷା: ବଲାଙ୍ଗୀରରେ ବୁଡିଲା ତଳିଆ ଅଞ୍ଚଳ, ଘରେ ପଶିଲା ପାଣି

2026-07-29 1 Dailymotion

ଲୋୟର ସୁକତେଲ ପ୍ରକଳ୍ପରେ ବଢ଼ିଛି ଜଳସ୍ତର । ସହରାଞ୍ଚଳରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ରିପୋର୍ଟ: ଶେଖ୍‌ ମହମ୍ମଦ ୱାହିଦ୍‌