Surprise Me!

ରାଜପଥରେ ଲହଡ଼ି ମାରୁଛି ବର୍ଷା ପାଣି: ଏନ୍ଏଚ୍-୫୫ରେ ଯାତାୟାତ ପ୍ରଭାବିତ, କଟକ ସମ୍ବଲପୁର ରାସ୍ତା ବିଛିନ୍ନ

2026-07-16 1 Dailymotion

ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ସ୍ଥିତି ବେହାଲ । ଏନ୍ଏଚ୍-୫୫ରେ ଯାତାୟତ ସମ୍ପୂର୍ଣ ପ୍ରଭାବିତ । ପୁରୁଣା କଟକ ସମ୍ବଲପୁର ରାସ୍ତା ବିଛିନ୍ନ । ରିପୋର୍ଟ- ଉର୍ମିଳା ପାତ୍ର