Surprise Me!

ଲଗାଣ ବର୍ଷାରେ ବେହାଲ କଟକ; ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି, କଲବଲ ସହରବାସୀ

2026-07-05 1 Dailymotion

ବର୍ଷାରେ କଟକ ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ଜମି ରହି ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସିନ୍ଦା । ରିପୋର୍ଟ: ନାରାୟଣ ସାହୁ