Surprise Me!

ସହର ଭିତରେ ଥାଇ ମୌଳିକ ସୁବିଧାରୁ ବଞ୍ଚିତ 20 ପରିବାର, ମହାନଦୀକୁ ଗଲେ ପାଣି ମିଳେ

2026-06-05 10 Dailymotion

ସହରରେ ଫେଲ୍‌ ସରକାରଙ୍କ ଜଳ ଜୀବନ ମିଶନ । ପାନୀୟ ଜଳ ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି 20 ପରିବାର । ରିପୋର୍ଟ ବାଦଶାହ ଜୁଶମନ ରାଣା