କାମରେ ଆସୁନି ବସୁଧା ଯୋଜନା । ମହାନଦୀ ଅବବାହିକାରେ ଅବସ୍ଥିତ ଗ୍ରାମରେ ଜଳକଷ୍ଟ, ଚୁଆ ପାଣି ଭରସାରେ ବଞ୍ଚିଛନ୍ତି 600 ଲୋକ । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ