ବ୍ରାହ୍ମଣୀ ନଦୀ ବନ୍ୟାରେ ଉବୁଟୁବୁ କେନ୍ଦ୍ରାପଡା । ଲକ୍ଷାଧିକ ଲୋକ ଜଳବନ୍ଦୀ , ରିଲିଫକୁ ଚାହିଁ ବସିଛନ୍ତି ଅସହାୟ ଲୋକ । ହେଲେ ପ୍ରଶାସନିକ ସୁବିଧା ଏଠି ଏବେ ବିି ଅପହଞ୍ଚ ।