ବର୍ଷା ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଡାଇରିଆ ଭଳି ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥାନ୍ତି । କିପରି ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟ ବିଭାଗ । ରିପୋର୍ଟ- ବିକାଶ କୁମାର ଦାସ