Surprise Me!

୧୫ ଜିଲ୍ଲାରେ କୁଷ୍ଠ ରୋଗ ଭୟ, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

2026-05-09 1 Dailymotion

ରାଜ୍ୟରେ ଆଜି ବି ଚିନ୍ତାଜନକ ପାଲଟିଛି କୁଷ୍ଠ ରୋଗୀଙ୍କ ସଂଖ୍ୟା । ୨୦୨୫-୨୬ରେ ରାଜ୍ୟରେ ମୋଟ ୬୪୮୦ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ରିପୋର୍ଟ- ବିକାଶ କୁମାର ଦାସ