ଭୁବନେଶ୍ୱର କୁଆଖାଇ ନଦୀ କୂଳରେ ଆନନ୍ଦର ସହ ଛଟ ପୂଜା ପାଳିଲେ ବ୍ରତଧାରୀ । ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ଏହା ଶୁଦ୍ଧତା ଓ ବିଶ୍ୱାସର ପର୍ଵ ।