ବେଦାନ୍ତ କମ୍ପାନୀରେ ନାଇଟ୍ ଡ୍ୟୁଟି କରୁଥିବା ଦୁଇଜଣ କର୍ମଚାରୀ ବନ୍ୟା ଜଳରେ ଫସି ରହିଥିଲେ। ବେଦାନ୍ତର ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବାହିନୀ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲେ।ରିପୋର୍ଟ-ଅଜିତ କୁମାର ସିଂହ