ଘରେ କାହାର ରୋଗୀଣା ପତ୍ନୀ ଅପେକ୍ଷା କରିଛନ୍ତି । ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ କାହାକୁ ପରିବାର ଲୋକେ ଚାହିଁ ବସିଛନ୍ତି । ହେଲେ ଫେରିବାର ବାଟ ନାହିଁ ।ରିପୋର୍ଟ-ରାଧାକାନ୍ତ ମହାନ୍ତି