Surprise Me!

ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହୀନି

2026-05-06 15 Dailymotion

ଶରୀରର ଉପର ଭାଗରେ ପଥର..ଦୁଇ କଡରେ ପଥର । ଖୋଲ ଭିତରେ ସାପ । ଆଉ ତା ଭିତରେ ଫସି ରହିଥିଲେ 14 ବର୍ଷର ନାବାଳକ ।
ରିପୋର୍ଟ-ବିଶ୍ୱଭୂଷଣ ମହାପାତ୍ର