ଶବସତ୍କାର କରିଥିବା ତିନିଝିଆରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ପାଇଁ କ୍ଷେତ୍ରୀୟ ପାଇକ ସମାଜ ଧମକ ଦେଇଥିବା ପୂର୍ଣ୍ଣଚନ୍ଦ୍ର ଦଳେଇ ଅଭିଯୋଗ କରିଛନ୍ତି । କ୍ଷେତ୍ରୀୟ ପାଇକ ସମାଜ ଏହାକୁ ଖଣ୍ଡନ କରିଛି ।