ଆସ୍ଥା ଓ ଅଲୌକିକ ବିଶ୍ୱାସର ଅପୂର୍ବ ସଙ୍ଗମ ହେଉଛି ମାଆ ଭଟ୍ଟାରିକାଙ୍କ ଶକ୍ତିପୀଠ। ପ୍ରତିବର୍ଷ ବନ୍ୟାରେ ଜଳମଗ୍ନ ହୁଏ ମା'ଙ୍କ ପୀଠ ହେଲେ ଯଥାରିତୀ କରାଯାଏ ପୂଜାର୍ଚ୍ଚନା। ସ୍ବତନ୍ତ୍ର ରିପୋର୍ଟ - ବିକାଶ ଦାସ