ବନ୍ୟା ଯୋଗୁଁ ରାଜ୍ୟର ୫ ଜିଲ୍ଲାରେ ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ । ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ ବୋଲି ମନ୍ତ୍ରୀଙ୍କ ସୂଚନା । ରିପୋର୍ଟ ଭବାନୀଶଙ୍କର ଦାସ