Surprise Me!

ନିମାପଡ଼ା-ପିପିଲି-କଣାସ-ଗୋପରେ ବନ୍ୟା ବିତ୍ପାତ, ପାଣିରେ ଭାସୁଛି ଜୀବନ ଜୀବିକା

2026-08-01 6 Dailymotion

ଦୟା-ଧନୁଆ-ଭାର୍ଗବୀ-ଲୁଣା ନଦୀରେ ଜଳସ୍ତର ବୃଦ୍ଧି । ବନ୍ୟାରେ ବୁଡ଼ିଲା ଚାଷଜମି, ଉଜୁଡ଼ିଲା ଫସଲ ପଶୁ ସମ୍ପଦ । ବନ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ବିଭାଗ ସହିତ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ରିପୋର୍ଟ: ବିରଞ୍ଜନ ମଲ୍ଲିକ