ଶାଳନ୍ଦୀର ଜଳସ୍ତର ବଢ଼ୁଥିବାରୁ ନିମ୍ନାଞ୍ଚଳରେ ସତର୍କତା ଜାରି । ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଥିବାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୱାଟର ଲଗିଂ ସମସ୍ୟା ଦେଖାଦେଇପାରେ । ରିପୋର୍ଟ-ଭବାନୀ ଶଙ୍କର ଦାସ