ନିବେଶକଙ୍କୁ ଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ SIP ସହ ଯୋଡ଼ିବା ଲକ୍ଷ୍ୟରେ SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ- ସଂଜୀବ ରାୟ