ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସାଦ ସେବନ ବ୍ୟବସ୍ଥା । ଅତ୍ୟାଧୁନିକ ପାକଶାଳାରେ ରନ୍ଧାହେବା ସହ ଶୀତତାପ ନିୟନ୍ତ୍ରିତ କୋଠରୀରେ ଭକ୍ତ ଖାଇଲେ ଅନ୍ନ ପ୍ରସାଦ ।