ପ୍ରାଣୀମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେବା ପାଇଁ ନନ୍ଦନକାନନ ଚିଡ଼ିଆଖାନାରେ ଏୟାର କୁଲର, ସ୍ପ୍ରିଙ୍କଲର ଏବଂ ଜଳଯୁକ୍ତ ଫଳ ଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରିପୋର୍ଟ: ବିକାଶ କୁମାର ଦାସ