ମେଲୋଡି କିଙ୍ଗ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ଜନ୍ମଦିନ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ ସୁସ୍ଥତା କାମନା ପାଇଁ ରାମ ମନ୍ଦିରରେ ଦୀପ ଦାନ କଲେ ଓଲିଉଡ ସେଲିବ୍ରିଟି ।