କେନ୍ଦ୍ରାପଡା ଡିଭିଜିନାଲ ଲେବର କମିଶନର ପ୍ରଦୀପ ମହାନ୍ତିଙ୍କ ପ୍ରତିକ୍ରିୟା 'ନେପାଳରେ କେନ୍ଦ୍ରାପଡା ଜିଲ୍ଲାରୁ କେତେ ଲୋକ ଅଛନ୍ତି ଆମ ପାଖରେ ତଥ୍ଯ ନାହିଁ । ଏହା ଇମିଗ୍ରେସନ ଆକ୍ଟରେ ଆସୁଛି । '