ରାଜ୍ୟରେ ରଙ୍ଗୀନ ମାଛର ଡିମାଣ୍ଡ ରହିଛି । କୋଲକାତାରୁ ଅଧିକ ରଙ୍ଗୀନ ମାଛ ଆମଦାନୀ ହେଉଥିବାବେଳେ ଆଗକୁ ଓଡିଶାରେ ପର୍ଯ୍ୟାପ୍ତ ଉତ୍ପାଦନ ଟାର୍ଗେଟ ରଖିଛନ୍ତି ସରକାର ।