100ବର୍ଷକୁ ଆଖିଆଗରେ ରଖି ଆବଶ୍ୟକୀୟ ସରକାରୀ ଜମିର ସୁରକ୍ଷା ଦେବାକୁ ଦୁଇଟି ଆଇନର ଉଚ୍ଛେଦ କରିବାକୁ ଯାଉଛନ୍ତି ସରକାର । ଏଥିସହିତ ଏକ ନୂଆ ଆଇନ ମଧ୍ୟ ଆଣିବା ପାଇଁ ଯୋଜନା ରଖିଛନ୍ତି ।