କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଆଜି ପର୍ଯ୍ୟନ୍ତ ଲାଗି ପାରିନାହିଁ। ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।