ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । ବାଇବାଲି ଜଙ୍ଗଲରେ ଏନକାଉଣ୍ଟର । ଏସଓଜି ଯବାନ ଗୁରୁତର । ପେଟରେ ବାଜିଛି ଗୁଳି ।