ଦୀର୍ଘ 25 ବର୍ଷ ଧରି ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଆଦିବାସୀ ଝିଅ ସଞ୍ଜୁ । ଗାଁ ଗାଁରେ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଦେଖାଉଛନ୍ତି ବଞ୍ଚିବାର ବାଟ ।