ସାଜସଜ୍ଜା ଅପେକ୍ଷା କାଳୀବାଡି ପୂଜାରେ ପାରମ୍ପରିକ ରୀତିନୀତିକୁ ଅଧିକ ଗୁରୁତ୍ବ ଦିଆଯାଏ । ସ୍ୱାଧୀନତା ପୂର୍ବରୁ ଏଠାରେ ଦୁର୍ଗାପୂଜା ହୋଇ ଆସୁଛି ତାହା ପୁଣି ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ।