ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ବଣ ଜଙ୍ଗଲ ଘେରା ଟାମ୍ପରଗଡ଼ ଗାଁର ମା' ଦକ୍ଷିଣ କାଳୀଙ୍କ ମନ୍ଦିର l ଏଠାରେ ପଘା ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ରହିଛି ବିଶ୍ୱାସ l