ଗଜପତି ପେକଟ ଗାଁରେ ହୋଇଥିବା ଭୂସ୍ଖଳନରେ ମିଳୁନି ନିଖୋଜ ବାପ-ପୁଅଙ୍କ ପତ୍ତା । ଆଜିଠୁ ସର୍ଚ୍ଚ ଅପରେସନ ବନ୍ଦ କଲା ପ୍ରଶାସନ । ପ୍ରତିକାତ୍ମକ ମୃତଦେହ ଦାହ କଲେ ପରିବାର ଲୋକେ ।