ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡି କଲରାପତରିଆ ବାଘର ମୃତ୍ୟୁ ଘଟିଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । ସମୀର କୁମାର ଆଚାର୍ଯ୍ୟ ଏବଂ ବିକାଶ ଦାସଙ୍କ ରିପୋର୍ଟ