Surprise Me!

ଦୁଇ ମହଲା ଘରର କମୋଡରେ ନେଉଳ ! ଘଣ୍ଟାଏ କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

2026-07-31 4 Dailymotion

ଟଏଲେଟ୍‌ କମୋଡ ଭିତରେ ସୁ... ସୁ...ଶବ୍ଦ କରୁଥିଲା ନେଉଳ । ଘଣ୍ଟାଏ କସରତ ପରେ କମୋଡରୁ ନେଉଳକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ । ରିପୋର୍ଟ: ଭବାନୀ ଶଙ୍କର ଦାସ