Surprise Me!

ସାପ କାମୁଡ଼ାରେ ଚାଷୀଙ୍କ ଅକାଳ ମୃତ୍ୟୁ, ନାଗ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ୍

2026-06-13 11 Dailymotion

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବଜ୍ରପାଟ ଗ୍ରାମରେ ଜଣେ ବ୍ୟକ୍ତି ଘରେ ଶୋଇଥିବା ବେଳେ ନାଗ ସାପ ଦଂଶନରୁ ମୃତ୍ୟୁ ହୋଇଛି । ରିପୋର୍ଟ- ଭବାନୀ ଶଙ୍କର ଦାସ